ଡ଼ିଏଭି ଛାତ୍ରୀ ମୃତ୍ୟୁ ମାମଲା: ରୁଜୁହେଲା ସଂଗୀନ ମାମଲା

ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ୟୁନିଟ୍‌-୮ ଡିଏଭି ବିଜିନେସ୍‌ ସ୍କୁଲ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ତାନିଆ ବାନାର୍ଜୀଙ୍କ ଆତ୍ମହତ୍ୟା ଘଟଣାକୁ କ୍ୟାପିଟାଲ ଥାନା ପୁଲିସ ଗୁରୁତ୍ୱର ସହ ନେଇଛି। ହଷ୍ଟେଲରେ ସହପାଠିନୀମାନଙ୍କ କସ୍‌ମେଟିକ୍ସ ଚୋରିକୁ ନେଇ ତାନିଆ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଥିବା ବେଳେ ତାନିଆଙ୍କ ଆତ୍ମହତ୍ୟା ପାଇଁ ସ୍କୁଲ୍‌ କର୍ତୃପକ୍ଷ ଓ କେତେଜଣ ସହପାଠିନୀ ଦାୟୀ ବୋଲି ତାନିଆଙ୍କ ମା’ କେୟା ବାନାର୍ଜୀ ଅଭିଯୋଗ କରିବା ପରେ … Continue reading ଡ଼ିଏଭି ଛାତ୍ରୀ ମୃତ୍ୟୁ ମାମଲା: ରୁଜୁହେଲା ସଂଗୀନ ମାମଲା